ଶୀତ

କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି 

       ସମ୍ପାଦକ - ଉଦୟ ଭାନୁ 


ଭୋଦୁଅ ସରିଲା ପରେ 

ଶୀତ ଆସେ ଧିରେ ଧିରେ ।

ଅଶିଣରେ ଶୀତ ନ୍ଯୁନ

କାର୍ତ୍ତିକକୁ ହୁଏ ଟାଣ ।

ମଗୁଶୁର ଆରମ୍ଭରୁ

ଶୀତେ ଥରୁ ଥୁରୁଥୁରୁ ।

ମାସ ମଧ୍ୟରେ ପଉଷ

ଶୀତରେ ଥରଇ ବିଶ୍ବ ।

ମାଘରେ ଶୀତଟି ବାଘ

ଅନଳ ସାଜଇ ବରଫ ।

କୃଷ୍ଣ ପକ୍ଷରେ ଫଗୁଣ

ଶୀତ ହୁଅଇ ଦ୍ବିଗୁଣ ।

ଚଇତରେ ଶୀତ ମିତ

ତା'ପରେ ଆସେ ବସନ୍ତ  ।

ଧିରେ ଶୀତ ହୁଏ ଶେଷ 

ମାନବ ହୁଅଇ ଆଶ୍ବସ୍ତ ।


ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 

୮୯୧୭୪୦୪୩୯୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା