ବିଦାୟ

 

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 
ସମ୍ପାଦକ - ଉଦୟ ଭାନୁ 

ଭାବିଥିଲି ଦୁଃଖ ବେଳେ ତମେ ଧରିନେବ ହାତ
ଅଧାବାଟେ ଛାଡ଼ିଦେଲ ହାତ ଥିଲା କେଉଁ ଦୋଷ ?
ଜନମରୁ ଭାଗ୍ଯହୀନ ମୁଁ ଅଭାଗା ମଣିଷ 
ସ୍ନେହ ପ୍ରେମ କାହୁଁ ଅବା ମୋ' ଭାଗ୍ଯରେ ଆସିବ !
ଯାଉଛି ବହୁତ ଦୂର ଧରିବନି ଦୋଷ ମୋର
ଅଝଟ ପୁଅଟେ ଭାବି ଦୋଷ ମୋର କ୍ଷମା କର ।
ଅଶ୍ରୁ ଯଦି ଝରେ ତୁମ ସହି ପାରିବନି ଶିବ
ସ୍ବର୍ଗରେ ଏ ଆତ୍ମା ମୋର ସଦା ଅଶାନ୍ତି ରହିବ ।

ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
୮୯୧୭୪୮୦୫୩୬

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା