ପ୍ରାଣ ମିତଣୀ ଲୋ
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
ପ୍ରାଣ ମିତଣୀ ଲୋ ! l
l ନେଇଯାଆ ପାଶେ
ଭଲପାଇଲୁ l ଆକୁଳେ କେତେ
ପ୍ରେମ କରିଲୁ l କହୁଛି ଯେତେ
ସେନେହ ଦେଲୁ । l ମିତଣୀ ତୋତେ ।
ସୁଖ ବାଣ୍ଟିଲୁ l ମୁଁ ମରିପାରୁନି
ଦୁ଼ଃଖ ହରିଲୁ l ବଞ୍ଚି ବି ପାରୁନି
ଶେଷେ ଧରିଲୁ ହାତ l କହି ପାରୁନି
ବିବାହ କଲୁ । l ମୋ' ହୃଦ କାହାଣୀ ।
ଏବେ ପୁଣି ତୁ l ପ୍ରତୀକ୍ଷା କର
ମତେ ଠକିଦେଇ l ଯିବି ସତ୍ବର
ଏକାକୀ କରି l ମୁଁ ସରଗପୁର
କୁଆଡ଼େ ଗଲୁ । l ପାଶେ ତୋହର ।
ଏବେ ବି ଝୁରୁଛି l ସାଥେ ରହିବି
ବଞ୍ଚି ବି ମରୁଛି l ଭଲପାଇବି
ନିଇତି କାନ୍ଦୁଛି l ତୋ' ସ୍ପର୍ଶରେ ମୁଁ
ପାରୁନି ମୁରୁଛି । l ଧନ୍ୟ ହୋଇବି ।
ଅପେକ୍ଷାରେ ଅଛି l
ଆସିବୁ ଭାବୁଛି l ଭାଟପଡ଼ା,ନିରାକାରପୁର
ପଥେ ମୁଁ ଜଗିଛି l କଣାସ (ପୁରୀ)
ପଥିକ ସାଜିଛି । ସମ୍ପର୍କ - ୮୯୧୭୪୮୦୫୩୬
Comments
Post a Comment