ହୁଡୁହୁଡୁ

କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି 

            ସମ୍ପାଦକ - ଉଦୟ ଭାନୁ 

ବୋଉ ମୋର କହୁଥିଲା ବାପାଙ୍କୁ
ପାଖେଇ ଆସିଲାଣି ହୁଦୁହୁଦୁ ,
ବୋଉ କଥା ଶୁଣି ବାପା କହନ୍ତି 
ତୋତେ ହିଁ ତ ଲାଗୁଛି କୁତୁକୁତୁ ।
ଫାଇଲିନ ଯାଇଛି ଆରବର୍ଷ
ଏବେ ବି ଜଳେ ନିଆଁ ହୁତୁହୁତୁ ,
ମନେ ପଡ଼ିଲେ ସେ ବିଭତ୍ସ ଦୃଶ୍ଯ 
ଛାତି ହୁଅଇ ମୋର ଧୁକୁଧୁକୁ ।
ପୁଣି ତୁ ବଳାଇଛୁ ତୋର ମନ
ଆଉଥରେ ଦେଖିବୁ ହୁଦୁହୁଦୁ  ,
ତୁ ମଣିଷ ନା ପାଷାଣ ମୂରତି !!
ବେଳ ତୋ ଅଣ୍ଟିବନି କାନ୍ଦୁକାନ୍ଦୁ ।

ପ୍ରତିଷ୍ଠାତା/ମୁଖ୍ଯ ସମ୍ପାଦକ - ସୁଦେଷ୍ଣା ପ୍ରମୋଦ ସାହିତ୍ଯ ସଂସଦ 
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ 
ଯୋଗାଯୋଗ - ୮୯୧୭୪୮୦୫୩୬ 

Comments

Popular posts from this blog

ହୃଦୟ ହଜେଇ ଖୁସିରେ କାନ୍ଦୁଛି

ମମତାମୟୀ ମାଆ

ଯାଜପୁର ବିରଜା