ଛାଡ଼ଖାଇ
- Get link
- X
- Other Apps
କାବ୍ଯଭୂଷଣ ଶିବ ପ୍ରସାଦ ବାହିନୀପତି
ସମ୍ପାଦକ - ଉଦୟ ଭାନୁ
କାର୍ତ୍ତିକ ସରିଲା ପଞ୍ଚୁକ ଗଲା
ଆସିଗଲା ଛାଡ଼ଖାଇ
ସର୍ବଗିଳା ନର ପୁଣ୍ଯ ଅରଜିଲା
ମାଛ ମାଂସ ଅଣ୍ଡା ଖାଇ ।
ମାସକ ପୁଣ୍ଯ ଶୁଖୁଆ ପୋଡ଼ାରେ
ଗଲା ସେହି ଭ୍ରଷ୍ଟ ହୋଇ
କାଙ୍ଗାଳ ମାନବ ହୋଇଲା ଅନ୍ଧ
ନର୍କେ ତାକୁ ଜାଗା ନାହିଁ ।
ଭାଟପଡ଼ା , ନିରାକାରପୁର , କଣାସ , ପୁରୀ
ଫୋନ୍ - ୮୨୪୯୭୭୨୩୬୧
- Get link
- X
- Other Apps
Comments
Post a Comment